Saturday, November 2, 2024

ଇନ୍ଦ୍ରିୟମାନଙ୍କ ଅଳିକ ସୁଖ ଲାଗିରେ ପାଗଳା ମନ

ଇନ୍ଦ୍ରିୟମାନଙ୍କ ଅଳିକ ସୁଖ ଲାଗିରେ ପାଗଳା ମନ ତୁହି ହଂସ ପରମହଂସଙ୍କର ହିତାହିତକୁ ଭୁଲିଗଲୁ ଦେହ କାମନା ବାସନା ଚରିତାର୍ଥ ଲାଗି ଅହଂକାର ବୈଷ୍ଣବ ସଙ୍ଗ ନାମ ସ୍ମରଣ ବ୍ରହ୍ମ କର୍ମ ପାଷୋରିଲୁ

No comments:

Post a Comment