Tuesday, January 7, 2025

ଛନ୍ଦା ପାଦରେ ସ୍ପର୍ଶ କରିଣ ମୋର କପାଳ

ଛନ୍ଦା ପାଦରେ ସ୍ପର୍ଶ କରିଣ ମୋର କପାଳ ସାଇକୃଷ୍ଣ ହେ ପୋଛିଦେଲ ସକଳ ପାତକ କମଳ ହସ୍ତରେ ବିଭୁତି କିଞ୍ଚିତ ଦେବା ଆଗୁ ଗୋବିନ୍ଦ ହେ ମୁହିଁ ଜାଳି ସାରିଥିଲି ଜାତକ

No comments:

Post a Comment