Thursday, January 2, 2025

ଜୀବନ ପାତ୍ରଟି ଭରିଯାଏ ଅମୃତରେ

ଜୀବନ ପାତ୍ରଟି ଭରିଯାଏ ଅମୃତରେ ଶ୍ୟାମାର ପଡିଲେ କୃପା ଏକ ନେତ୍ର ସତ୍ୟ ଧର୍ମ ଦୟା ଶାନ୍ତି କ୍ଷମା ପ୍ରସାଦ ଭଗବତୀ ଛୁଇଁଲେ ଚଣ୍ଡୀଦାସ ଗାତ୍ର

No comments:

Post a Comment