Saturday, January 4, 2025

ମୋ ହୃଦୟ ପଦ୍ମ କେଶରରେ ଚିନ୍ତିଲି ତୁମ୍ଭକୁ

ମୋ ହୃଦୟ ପଦ୍ମ କେଶରରେ ଚିନ୍ତିଲି ତୁମ୍ଭକୁ ତୁମ୍ଭରି ଛନ୍ଦାପାଦକୁ ଭାବରେ ଜାବୁଡି ଧରିଲି ବଂଶୀ ବଦନ ଭକତ ଚନ୍ଦନ ରାଧା ମୋହନ ଶିବଙ୍କର ଦୁଆରେ ଅପେକ୍ଷା ଝୁରି ଝୁରି ମଲି

No comments:

Post a Comment