Sunday, January 5, 2025

କୂଳରେ ବସନ ଥୋଇ ଯମୁନା ଜଳରେ କରୁଥିଲି ସ୍ନାନ

କୂଳରେ ବସନ ଥୋଇ ଯମୁନା ଜଳରେ କରୁଥିଲି ସ୍ନାନ ମିତଣୀରେ ବସନକୁ ଯିଏ କଦମ୍ବ ଡାଳରେ ବାନ୍ଧିଦେଲା ମୁନି ଚିତ୍ତ ଚୋର ରାଧା ହୃଦ ଚୋର ସର୍ବ ପାପ ଚୋର ବ୍ରହ୍ମାନନ୍ଦ ପତିତପାବନ ରୂପଦେଖି ବିକାର ଦୂର ହେଲା

No comments:

Post a Comment