Wednesday, January 8, 2025

ଶ୍ୟାମ ସୁନ୍ଦର ପିତଵାସ ମୁରଲୀ ମୋହନ ବନମାଳୀ

ଶ୍ୟାମ ସୁନ୍ଦର ପିତଵାସ ମୁରଲୀ ମୋହନ ବନମାଳୀ ବଉଳଲୋ ଜାଣୁ ଯଦି କହିଦେ କେଉଁଠି ତାଙ୍କ ବସା କେବଳ ଥରୁଟିଏ ମନ ପୁରାଇ ଦେଖିବି ଝୁରି ମରେ ବଉଳଲୋ ତାଙ୍କ ଛନ୍ଦାପାଦରେ ଚାତକିନୀର ଆଶା

No comments:

Post a Comment