Friday, January 3, 2025

ମୁଁ ଉଚ୍ଚରେ ଉଚ୍ଚାରି ଯାହା ସକଳ ଅରଜିଲି

ମୁଁ ଉଚ୍ଚରେ ଉଚ୍ଚାରି ଯାହା ସକଳ ଅରଜିଲି କୋକେଇରେ କିଛି ନ ଦେଲେ ମୋ ସାଥି ମୁଁ ମୋତେ ହିଁ ଠକିଲା କଲା ଅଜ୍ଞାତ ବାସ ଭେଟ ନ ପାଇଲି ସରିଲା ପୁରାଣ ପୋଥି

No comments:

Post a Comment