Sunday, January 5, 2025

ବୀଣା ମୃଦ୍ୟୁ ମୃଦ୍ୟୁ ଝଙ୍କାରରେ ମଧୁର ଗୋବିନ୍ଦ

ବୀଣା ମୃଦ୍ୟୁ ମୃଦ୍ୟୁ ଝଙ୍କାରରେ ମଧୁର ଗୋବିନ୍ଦ ବଂଶୀ ଅଧୀର ଧ୍ୱନିରେ ରସ ରାସେଶ୍ୱରୀ ରାଧା ମୃଦଙ୍ଗ ଗିନି ଘୁଙ୍ଗୁର ଧ୍ୱନିରେ ବୈଷ୍ଣବ ପରିବାର ଶଙ୍ଖ ଧ୍ୱନିରେ ଶୁଭାରମ୍ଭ ନାଶ ସକଳ ଭଵବାଧା

No comments:

Post a Comment