Monday, January 6, 2025

ମନ ଦିନଟା ସାରା ଭଜନ କର ହରି ନାରାୟଣ

ମନ ଦିନଟା ସାରା ଭଜନ କର ହରି ନାରାୟଣ ମନ ହରି ନାରାୟଣ ଭଜନ କର ରାତିଟା ସାରା ଅପେକ୍ଷା କରି କରି ଯମ ଯମଦୂତ ଫେରିଯିବେ ମନ ଭଜ ହରି ନାରାୟଣ ବୈକୁଣ୍ଠ ଲଭିବୁ ପରା

No comments:

Post a Comment