Tuesday, January 7, 2025

ଓଁ ହରି ନାରାୟଣ ହରି ନାରାୟଣ ହରି ନାରାୟଣ

ଓଁ ହରି ନାରାୟଣ ହରି ନାରାୟଣ ହରି ନାରାୟଣ ମାନସରେ ହୃଦୟ ପଦ୍ମରେ ଭଜନ କର ନିରନ୍ତରେ ସେ ସୁଧାନିଧି କୃପାନିଧି ବାଞ୍ଛାନିଧି ବ୍ରହ୍ମାନନ୍ଦ ସ୍ୱରୂପ ମାନସରେ ଅତି ଉଦାର ଅପଲକ ବାହ୍ୟ ଅନ୍ତରରେ

No comments:

Post a Comment