Sunday, October 27, 2024

ତୁହି ଅଶେଷ ପୁତ୍ରର ଜନନୀ ଅଶେଷ କନ୍ୟାର ଜନନୀ

ତୁହି ଅଶେଷ ପୁତ୍ରର ଜନନୀ ଅଶେଷ କନ୍ୟାର ଜନନୀ ସମ୍ପୂର୍ଣ୍ଣ ବିପଥଗାମୀ ଏହି ଶିଶୁକୁ ମନେ ରଖିଛୁକି ମାଆ ଏହି ଶରୀର ନବଦ୍ୱାରରେ ଅଶେଷ ଭୋଗର ପଶରା ସମ୍ପୂର୍ଣ୍ଣ ଅଣାୟତ ମନ ବୁଦ୍ଧି ମାଆ କିଛି କରିଥିବୁ ଦୟା

No comments:

Post a Comment