Tuesday, October 22, 2024

ମୋ ଅତି ଘନିଷ୍ଠ ବୋଲି କହିଲେ କେବଳ ଜଣେ ମନରେ

ମୋ ଅତି ଘନିଷ୍ଠ ବୋଲି କହିଲେ କେବଳ ଜଣେ ମନରେ ଶିଖି ପୂଛ ପୀତ ବସନ କାଳୀୟ ହ୍ରଦରେ ଅଧିର ପଦ୍ମାବଳି ନୂଆ ମେଘ ଦେହରୁ ଥପ ଥପ ଥପ ଶ୍ରମ ଝାଳ ବହି ଯାଏ ଅବର୍ଣ୍ଣିୟ ରୂପ କାଳୀୟ ଫଣାରେ ନୃତ୍ୟ କରନ୍ତି ବନମାଳୀ

No comments:

Post a Comment