Monday, October 21, 2024

ଭକ୍ତିର ଅଭାବ ହେଲେ ସିନା ହେ ଗୋବିନ୍ଦ ଆସନ୍ତ

ଭକ୍ତିର ଅଭାବ ହେଲେ ସିନା ହେ ଗୋବିନ୍ଦ ଆସନ୍ତ ହେ ବାସୁଦେବ ତୁମ୍ଭରି କୋଟି ବିଶ୍ୱ ବ୍ରହ୍ମାଣ୍ଡ ଭକତ ଅରୁଚି ହେଲେ ଅନ୍ନବ୍ୟଞ୍ଜନ ପରଷା ସିନା ଆସନ୍ତ ହେ ବ୍ରହ୍ମଦାରୁ ତୁମ୍ଭରି ରାନ୍ଧୁଣିଆ ସ୍ଵୟମ ବିଶ୍ୱମାତ

No comments:

Post a Comment