Sunday, October 27, 2024

ଇନ୍ଦ୍ରିୟ ରାଜା ମନ ଚାଲନ୍ତୁ ଧୀରେ ଧୀରେ

ଇନ୍ଦ୍ରିୟ ରାଜା ମନ ଚାଲନ୍ତୁ ଧୀରେ ଧୀରେ ଦଶ ଇନ୍ଦ୍ରିୟ ଚଳନ୍ତୁ ସର୍ବେ ନିବୃତ୍ତି ପଥରେ ବୁଦ୍ଧି ସୁକ୍ଷ୍ମ ରୂପରେ ସକଳରେ ଦେଖୁ ଏକ ଗୋବିନ୍ଦ ସାରଥୀ ହୁଅନ୍ତି ଦେହ ରଥରେ

No comments:

Post a Comment