Thursday, October 24, 2024

ଜିଇଁବାକୁ ପରମ ଆଶାୟୀ ଜୀବର ଅଶେଷ ଉଦ୍ୟମ

ଜିଇଁବାକୁ ପରମ ଆଶାୟୀ ଜୀବର ଅଶେଷ ଉଦ୍ୟମ କିଏ ପେଟ ପୂଜା କରେ ଆଉ କିଏ ପୂଜା କରେ ଦିଅଁ ସବୁ ଦୁଃଖକୁ ଆଡେଇ ସୁଖରେ ବୁଡି ସଭିଏଁ ଜିଅଁନ୍ତି ମୁଁ ପାରୁନି ହେ ଅପଲକ ତୋ ଆଖିପତା ଢାଳି ଚାହଁ

No comments:

Post a Comment