Sunday, October 20, 2024

ସତରେ ଶ୍ୟାମ ସମ କମନୀୟ ରୂପ ନାହିଁ ସଂସାରେ

ସତରେ ଶ୍ୟାମ ସମ କମନୀୟ ରୂପ ନାହିଁ ସଂସାରେ ଅହୋ ଭାଗ୍ୟ ଯେ ଦେଖିଛି ସେ ବର୍ଣ୍ଣିବ ତାକୁ ପଚାର ସତରେ ତାର ସ୍ପର୍ଶ ପୁଲକ କେବେ ଦେହରୁ ନ ଯାଏ ଇନ୍ଦ୍ରିୟ ମନ ବୁଦ୍ଧି କରିଲେ ଷଡୋଶ ପୂଜା ଉପଚାର

No comments:

Post a Comment