Sunday, October 27, 2024

ରାମ ନାମ ଜପୁଥାରେ ମନ ଭୁଲି ଲାଜ କିବା ସରମ

ରାମ ନାମ ଜପୁଥାରେ ମନ ଭୁଲି ଲାଜ କିବା ସରମ କୃଷ୍ଣ ନାମ ଜପୁଥାରେ ଦେହ କରୁଥାଉ ଗୃହ କରମ ରାମ କୃଷ୍ଣ ଉଭୟଙ୍କର ଥିଲା ସ୍ତ୍ରୀ ପରିବାର ଜଞ୍ଜାଳ ବଡ ଅନୁଭଵୀ ସେ ସଂସାରୀରକୁ କରିବେ ଧରମ

No comments:

Post a Comment