Tuesday, October 15, 2024

ଏଠି ଜଣେ କାହାକୁବି ଜଣାନାହିଁ ଫେରିବାର ଠିକଣା

ଏଠି ଜଣେ କାହାକୁବି ଜଣାନାହିଁ ଫେରିବାର ଠିକଣା ସେ ଲାଗି ଭୁଇଁରେ ପଡିବା କ୍ଷଣି କାନ୍ଦନ୍ତି କୁଆଁ କୁଆଁ ହେ ବାସୁଦେବ ତୁମ୍ଭେ ଶୋଇଲ ଅନନ୍ତ ଶୟନରେ ସେ ଲାଗି ଆଖି ବୁଜିଦେଲେ ମୁହଁରେ ଦିଅନ୍ତି ନିଆଁ

No comments:

Post a Comment