Saturday, October 12, 2024

ମୋତେ ସକଳ ଶାପରୁ ମୁକ୍ତ କର ଜଗତ୍ଜଜନୀ

ମୋତେ ସକଳ ଶାପରୁ ମୁକ୍ତ କର ଜଗତ୍ଜଜନୀ ମାଆ ଗୋ ମୋହର ସକଳ ପାପ କର ଦହନ ଭବ ଜଳରେ ପହଁରି ମାଆ ଅତି ଥକି ଯାଇଛି ଶାପ ପାପ ଭାର ଆଉ କରି ନ ପାରେ ବହନ

No comments:

Post a Comment