Sunday, October 13, 2024

ଧର୍ମ ସଂସ୍ଥାପନ ସନ୍ଥ ପାଳନ ଲାଗି ସିନା ତୁମ୍ଭରି ନିଦ୍ରା ଭାଙ୍ଗେ ହେ ଗୋବିନ୍ଦ

ଧର୍ମ ସଂସ୍ଥାପନ ସନ୍ଥ ପାଳନ ଲାଗି ସିନା ତୁମ୍ଭରି ନିଦ୍ରା ଭାଙ୍ଗେ ହେ ଗୋବିନ୍ଦ ମୁହିଁ ମହାପତିତ ମହାପ୍ରଭୁ ହେ ତୁମ୍ଭଙ୍କୁ ଅନନ୍ତଶୟନରୁ ପାରିବିକି ଉଠେଇ ତୁମ୍ଭରି ନାମ ସ୍ମରଣ ଭଜନ କୀର୍ତ୍ତନକୁ ଆଶ୍ରା କରିଥିବି ସିନା ହେ ମହାବାହୁ ଭକ୍ତି ଲୁହକୁ ଗ୍ରହଣ କରିବେ ମାଆ କମଳାଙ୍କ ହାତରେ ଦେବି ମୁଁ ପଠେଇ

No comments:

Post a Comment