Thursday, October 24, 2024

ବ୍ରହ୍ମା ବିଷ୍ଣୁ ମହେଶ୍ୱର ଯେଉଁ କମଳର ତିନୋଟି ପାଖୁଡା

ବ୍ରହ୍ମା ବିଷ୍ଣୁ ମହେଶ୍ୱର ଯେଉଁ କମଳର ତିନୋଟି ପାଖୁଡା ଅପୂର୍ବ କମଳ ଯାହାର ଡେମ୍ଫରେ ଚାଲି ଚାଲି ଗଲିଣି ଥକି ହେ ଅନନ୍ତ ଶୟନ ହେ ସକଳ ଯୋଗୀଜନ ଚିତ୍ତ ଚିନ୍ତାମଣି ମନକୁ ନିରାଶା ଗୋଧୂଳି ଢ଼ାଙ୍କିଲା ଭେଟିବା ରହିଲା ବାକି

No comments:

Post a Comment