Monday, October 21, 2024

ଶିଶୁ ସମ ସୁଶାନ୍ତ କଲି ଚତୁର ଶୃଗାଳ ମହାଧୃତ ବୁଦ୍ଧିକୁ

ଶିଶୁ ସମ ସୁଶାନ୍ତ କଲି ଚତୁର ଶୃଗାଳ ମହାଧୃତ ବୁଦ୍ଧିକୁ ଯଥା ଭକ୍ତିରେ ଚିନ୍ତିଲି ପଦ୍ମ ପାଦ ସନ୍ତାନ ଡାକୁଛି ଆସ ଗେଣ୍ଡା ସମ ଧିର କଲି ଚପଳା ଚଞ୍ଚଳ ମନକୁ ମୋହର ହେ ବିଶ୍ୱନାଥ ଜଗନ୍ନାଥ ମୋର ହୃଦୟ କମଳରେ ହସ

No comments:

Post a Comment