Tuesday, October 22, 2024

ଯୋଗୀଜନ ଚିତ୍ତ ଚିନ୍ତାମଣି ବାସୁଦେବ ଅନନ୍ତ ପୃଷ୍ଠରେ ଶୟନ

ଯୋଗୀଜନ ଚିତ୍ତ ଚିନ୍ତାମଣି ବାସୁଦେବ ଅନନ୍ତ ପୃଷ୍ଠରେ ଶୟନ ମନ ଭ୍ରମର ନାଚି ନାଚି ବଜାଶୁଣା ଦିଅ ତୋର ଭକ୍ତିର ଘୁମୁରା ଅଖିଳର ହାରୀ ଗୁହାରି ଶୁଣି ଗୁଣି ଫେଡ଼ି ଥକି ଯେ ପଡ଼ିଥିବେ ମୃଦ୍ୟୁ ମୃଦ୍ୟୁ ଅତି ମଧୁର ବଜା ଅପଲକ ଆଖିକୁ ଆସୁ ଝୁମୁରା

No comments:

Post a Comment