Wednesday, October 30, 2024

ଅଢେଇ ଦିନକୁ ଏହି ସଂସାର ଯାତ୍ରା ହେ ଗୋବିନ୍ଦ

ଅଢେଇ ଦିନକୁ ଏହି ସଂସାର ଯାତ୍ରା ହେ ଗୋବିନ୍ଦ ମୁଁ ମୁଁ ମୋହର କହି କହି ଜୀବ ହୁଏ ଲୋକ ହସା ରାତିଟା ପାହିବା ଆଗରୁ ସଞ୍ଜଟା ନଇଁବା ଆଗରୁ ପ୍ରାଣ ପକ୍ଷୀ ଉଡିଯାଇ ବ୍ରହ୍ମଦାରୁରେ କରିବ ବସା

No comments:

Post a Comment