Saturday, October 12, 2024

ସୁମତିକୁ କୋଳକୁ ଭିଡ଼ିନେଇ ମା କାଳୀ ବୋଲେ

ସୁମତିକୁ କୋଳକୁ ଭିଡ଼ିନେଇ ମା କାଳୀ ବୋଲେ ଡରନା ଝିଅ ମୁହିଁବି ତୋର ଆଉ ଗୋଟେ ମାଆ ତୋ ଲାଗି ସମ୍ବରଣ କରୁଛି ମୋର କରାଳି ରୂପ ମୋ କମଳା ରୂପ ଦର୍ଶନକର ମୁହିଁ ତୋର ସାହା

No comments:

Post a Comment