Tuesday, October 29, 2024

ପରମ ଦୟାଳୁ ପରମ ବାନ୍ଧବ ଓଁ ଶ୍ରୀ ସାଇରାମ

ପରମ ଦୟାଳୁ ପରମ ବାନ୍ଧବ ଓଁ ଶ୍ରୀ ସାଇରାମ ସ୍ଵଲୀଳାରେ ସ୍ଵକୃପାରେ ହରିନେଲେ ସର୍ବ ପାପ ଆଉ ଏଡିକି ବଡ ଦାତା ଜଗତରେ ଅଛି ଅଜଣା ପାଖକୁ ନେଇ କେଡେ ଶ୍ରଦ୍ଧା କଲେ ମାଆ ବାପ

No comments:

Post a Comment