Saturday, October 26, 2024

ମୋର ହୃଦୟ ପଦ୍ମ କେଶରରେ ଶ୍ରଦ୍ଧା ଆସନଟିଏ ପକେଇ

ମୋର ହୃଦୟ ପଦ୍ମ କେଶରରେ ଶ୍ରଦ୍ଧା ଆସନଟିଏ ପକେଇ ହେ ଜଗନ୍ନାଥ ନିତ୍ୟ ମା କମଳା ସେବିତ ପାଦକୁ କଲି ଚିନ୍ତା ମୁହିଁ କ୍ଷୁଦ୍ର ବାମନ ଶରଦ ଗଗନ ଚନ୍ଦ୍ରମାକୁ ହାତ ବଢ଼େଇଲି ହେ ନୃସିଂହ ନିତ୍ୟ ପ୍ରହଲ୍ଲାଦ ହୃଦୟ ନିବାସ ତ୍ରାହି ବଳବନ୍ତା

No comments:

Post a Comment