Sunday, October 20, 2024

ଅସୀମ କରୁଣା ଧାରା ସ୍ୱରୂପା ଅଖିଳ ଜନନୀ ମହାଲକ୍ଷ୍ମୀ

ଅସୀମ କରୁଣା ଧାରା ସ୍ୱରୂପା ଅଖିଳ ଜନନୀ ମହାଲକ୍ଷ୍ମୀ ଉପେକ୍ଷା ଶୋଭାପାଏ ନାହିଁ ମୁହିଁ ମାଆ ତୋହରି ସନ୍ତାନ ବିଷ୍ଣୁ ଅର୍ଦ୍ଧାଙ୍ଗିନୀ ଅଶେଷ କ୍ଷମା ଭଣ୍ଡାର ଜନନୀ ହୃଦୟ ଅପେକ୍ଷା କୋଳକୁ ଶୀଘ୍ର ନିଅ ଶୁଭୁନାହିଁକି ସନ୍ତାନ କ୍ରନ୍ଦନ

No comments:

Post a Comment