Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Tuesday, October 15, 2024
ଏଠି ଜଣେ କାହାକୁବି ଜଣାନାହିଁ ଫେରିବାର ଠିକଣା
ଏଠି ଜଣେ କାହାକୁବି ଜଣାନାହିଁ ଫେରିବାର ଠିକଣା
ସେ ଲାଗି ଭୁଇଁରେ ପଡିବା କ୍ଷଣି କାନ୍ଦନ୍ତି କୁଆଁ କୁଆଁ
ଆଦିମାତା ହୋଇ ମାଆ ଗୋ ହେଲୁ ପାଷାଣ ମୂର୍ତ୍ତି
ସେ ଲାଗି ଆଖି ବୁଜିଦେଲେ ମୁହଁରେ ଦିଅନ୍ତି ନିଆଁ
"ତୋ ଆଗର ଲୁହଟିକେ ଦେଲେ ମୁଁ ଗଡେଇ ମା ମୋର ଜମା ମୋତେ ପାରେ ନା ଆଡେଇ କାନ୍ଦି ଦିଏ ଯେବେ ମୁ ଟିକେ . ଧକେର ମାଁ ମୋର ଆସି ନିଏ ତ କୋଳେଇ"-Sumati
Subscribe to:
Post Comments (Atom)

No comments:
Post a Comment