Friday, October 25, 2024

ମାଆ ଗୋ ବିଜୁଳି କନ୍ୟାର ଜନନୀ ଶୁଣିଲୁଣି କର୍ଣ୍ଣରେ

ମାଆ ଗୋ ବିଜୁଳି କନ୍ୟାର ଜନନୀ ଶୁଣିଲୁଣି କର୍ଣ୍ଣରେ ଗୋପରେ କାଳନ୍ଦୀହ୍ରଦରେ ଘଟିଅଛି ଏକ ଅପୂର୍ବ କଥା ମେଘ ତନୁ ପୀତବସନ ସରୋଜ ନୟନ ବଂଶୀ ବଦନ ଚିତ୍ତ ଚୋରା ଏକ ଗୋପାଳବାଳ ଦଳିଛି କାଳିୟ ମଥା

No comments:

Post a Comment