Saturday, October 26, 2024

ପୁଷ୍କରିଣୀ ଜଳ ଲଭିଲେ ଜଳଦ ଶରୀର

ପୁଷ୍କରିଣୀ ଜଳ ଲଭିଲେ ଜଳଦ ଶରୀର ଅତି ବିଶୁଦ୍ଧ ହୁଏ ଯେହ୍ନେ ଜାହ୍ନବୀ ନୀର ମର ଶରୀର ଲଭିଲେ ବୈଷ୍ଣବ ଆସର ଅତି ପୁଲକିତ ହୁଏ ଯେହ୍ନେଟି ମଧୁକର

No comments:

Post a Comment