Monday, October 21, 2024

ଯାହାକୁ ସଦୟ ହେଉ ତୁହି ଅଖିଳ ଜନନୀ ମହାଲକ୍ଷ୍ମୀ

ଯାହାକୁ ସଦୟ ହେଉ ତୁହି ଅଖିଳ ଜନନୀ ପଦ୍ମାଳୟା ତାହାର ପତ୍ର କୁଡ଼ିଆଟି ହୋଇଯାଏ ତୀର୍ଥଠାରୁ ପବିତ୍ର ଯାହାର ମଥାକୁ ତୋହର କମଳ କରରେ ସ୍ପର୍ଶ କରୁ ସେହି ବୈଷ୍ଣବ ଦର୍ଶନକୁ ବଡ ଉଚ୍ଛନ୍ନ ମୋର ନେତ୍ର

No comments:

Post a Comment