Wednesday, October 9, 2024

ଅରୁଣ ଅଙ୍ଗ ତୋହର ମାଆ ଗୋ ମାଆ ଅଗ୍ନି ସମ୍ଭୁତା

ଅରୁଣ ଅଙ୍ଗ ତୋହର ମାଆ ଗୋ ମାଆ ଅଗ୍ନି ସମ୍ଭୁତା ବଟା ହଳଦୀ ପୀତ ବସନ ସ୍ବର୍ଣ୍ଣ ମୁକୁଟରେ ହେଉ ସୁଖୀ ତୋହରି ମନ ଜାଣି ସେବି ନପାରିଲି ପାଦ ମାଆ ଗୋ ମୋହର ସବୁଦୋଷ କ୍ଷମାକରି ଦେବୁ ମା ବଗଲାମୁଖି

No comments:

Post a Comment