Sunday, October 6, 2024

ତାରା ଖଚିତ ନୀଳ ଗଗନ ଯାହାର ପଣତ କାନି

ତାରା ଖଚିତ ନୀଳ ଗଗନ ଯାହାର ପଣତ କାନି କୁମାର ପୁନେଇ ରାତି ପୁରା ଚାନ୍ଦ ଯାହାର ମୁଖ ସେହି ମୋହର ମମତାମୟୀ ମାଆ ଅପାଶୋରା ମୋ ମଥାରେ ହାତରଖେ ପଡିବା ଆଗରୁ ଦୁଃଖ

No comments:

Post a Comment