Thursday, October 10, 2024

ମହାଭାଗ୍ୟ ଵାସୁଆକୁ ଜଣେଇ ମୋର ହୃଦୟ ବ୍ୟଥା

ମହାଭାଗ୍ୟ ଵାସୁଆକୁ ଜଣେଇ ମୋର ହୃଦୟ ବ୍ୟଥା ମହାଦେବଙ୍କ ଉଦ୍ଦେଶ୍ୟରେ ଯୋଡିଲି ମୋ ଦୁଇ ହସ୍ତ ଦର୍ଶନ କରିବାକୁ ଯାଇଥିଲି ମହାଯୋଗୀ ମହେଶ୍ୱରଙ୍କୁ ପରମବୈଷ୍ଣବ ଥିଲେ ରାମ ନାମରେ ଜପରେ ବ୍ୟସ୍ତ

No comments:

Post a Comment