Sunday, November 1, 2026

ମୁହିଁ ତୋ ରୁକ୍ମଣୀ ହେ ଗୋବିନ୍ଦ ତୁହି ମୋ ବର

ମୁହିଁ ତୋ ରୁକ୍ମଣୀ ହେ ଗୋବିନ୍ଦ ତୁହି ମୋ ବର ବିଷ୍ଣୁ ମୋହିନୀ ମାୟା ଶିଶୁପାଳ କବଳୁ ଉଦ୍ଧର ଗରୁଡ ପଛରେ ଉର୍ଦ୍ଧକୁ ତୋଳିଅଛି ବେନି ଭୁଜ ହେ ଦାରୁବ୍ରହ୍ମ ମୋତେ ମହାବାହୁ ଭିଡରେ ଭର

No comments:

Post a Comment