Wednesday, November 4, 2026

ଗରୁଡ ପଛରୁ ଯେବେ ଚିନ୍ତିବି ଅମୃତ

ଗରୁଡ ପଛରୁ ଯେବେ କେବେ ଚିନ୍ତିବି ଅମୃତ ଉଛୁଳା ଚକାଡ଼ୋଳାଙ୍କୁ ହେ ଲକ୍ଷ୍ମୀକାନ୍ତ ମୋତେ ଅତି ଦୃଢ଼େ ବାନ୍ଧିବ ଜଗନ୍ନାଥଙ୍କ ଭାବ ଡୋର ଏହି ମହା ପତିତର ଶିର ଯେବେ କେବେ ଛନ୍ଦା ଚରଣକୁ ସ୍ପର୍ଶ କରିବ ହେ ଭକ୍ତ ଚିତ୍ତ ଚୋର ଜମା ଭୁଲିବନି ଶିରେ ରଖିବାକୁ ମୁରଲୀ କର

No comments:

Post a Comment