Monday, November 2, 2026

ତୁହି ମୋହର କିଏରେ

ତୁହି ମୋହର କିଏରେ ଦାରୁବ୍ରହ୍ମ ଅପଲକ ମଧୁରାଧର ଅମୃତ ବଚନରେ ଥରେ କହ ଚର୍ମ ଚକ୍ଷୁରେ ଦେଖିବାଠାରୁ ଆତ୍ମା ଅଥୟ ଚକ୍ରରାଜ ସୁଦର୍ଶନରେ ଛେଦି ପକା ମୋହ

No comments:

Post a Comment