Monday, November 2, 2026

ଦାରୁବ୍ରହ୍ମ ଅପଲକରେ

ଦାରୁବ୍ରହ୍ମ ଅପଲକରେ ତୁମ୍ଭ ଅଖିଳ ସୃଷ୍ଟି ମାୟାଧର ହେ ଯାହା ସଂକଳ୍ପ ତାହା କର ବିକାର ଇନ୍ଦ୍ରିୟ ମେଳେ ବୁଦ୍ଧି ସତ୍ତ୍ୱ ରହିତ ଅଧାଗଢା ଚରଣରେ ରହିବା ସୁବିଧା କର

No comments:

Post a Comment