Wednesday, November 4, 2026

କୃଷ୍ଣ କୃଷ୍ଣ ହରେ

କୃଷ୍ଣ କୃଷ୍ଣ ହରେ କୃଷ୍ଣ ରୁକ୍ମଣୀ ଗଭା ପାରିଜାତ ସରୋଜ ଵିଲୋଚନ କପି ଧ୍ୱଜ ରଥର ସାରଥୀ ହୃଦୟ କମଳ କେଶରରେ ଚିନ୍ତେ ଭକ୍ତ ଚନ୍ଦନ ଥରୁଟିଏ ଗ୍ରହଣ କର ମୋ ଘରେ ପୂଜା ଆରତୀ

No comments:

Post a Comment