Tuesday, November 3, 2026

ହେ ଚକାଡୋଳା ତୁମ୍ଭରି

ହେ ଚକାଡୋଳା ତୁମ୍ଭରି ପ୍ରସାଦ ଏହି ଦୁର୍ଲଭ ଅମୀୟ ଜୀବନ କେମିତି ହୁଅନ୍ତା ଥରେ ମୋ ଘରେ ମହାବାହୁ କଲେ ଭୋଜନ କିଞ୍ଚିତ ସଞ୍ଚିତ ପୂଣ୍ୟକୁ ଆଖି ଲୁହ କରି ଛନ୍ଦା ଚରଣ ପଖାଳନ୍ତି ଶ୍ରୀପୁରୁଷୋତ୍ତମଙ୍କ ହସ୍ତରେ ଲକ୍ଷ୍ମୀଙ୍କ ପାଇଁ ପଠାନ୍ତି କିଛି ଅର୍ଜନ

No comments:

Post a Comment