Monday, November 2, 2026

ଚକାଡୋଳା ହେ ତୁମ୍ଭେ

ଚକାଡୋଳା ହେ ତୁମ୍ଭେ ପ୍ରେମକର ତ୍ୟାଗକୁ ମୁହିଁ ନିରନ୍ତର ପ୍ରେମ କରେ ଅସୀମ ଭୋଗକୁ ମହାବାହୁ ଅଜର ଅମର ବ୍ରହ୍ମାନନ୍ଦ ବ୍ରହ୍ମଦାରୁ ମୁହିଁ ନିମନ୍ତ୍ରଣ କରେ ଜରା ମରଣ ରୋଗକୁ

No comments:

Post a Comment