Sunday, November 1, 2026

ଗୋଟିଏ ବିଲ୍ୱ ପତ୍ରରେ

ଗୋଟିଏ ବିଲ୍ୱ ପତ୍ରରେ ଉଲ୍ଲାସିତ ପୁଲକିତ ରୋମାଞ୍ଚିତ ସୃଷ୍ଟିର କର୍ତ୍ତା ବ୍ରହ୍ମା ପାଳକ ବିଷ୍ଣୁ ମହାନ ପ୍ରଳୟ ଶଙ୍କର ସେହି ଅଛିଦ୍ର ବିଲ୍ୱପତ୍ର ଗୋଟି ମହାବିଷ୍ଣୁଙ୍କ ସହଧର୍ମିଣୀ ଅର୍ଦ୍ଧ ମାତ୍ରା ତିନି ନେତ୍ରା ଦଶ ମହାବିଦ୍ୟା ଆଦ୍ୟ ଓଁକାର

No comments:

Post a Comment