Tuesday, November 3, 2026

ନୟନର ଦୃଷ୍ଟି ହରିନେଲେ ଚକାଡୋଳା

ନୟନର ଦୃଷ୍ଟି ହରିନେଲେ ଚକାଡୋଳା କର୍ଣ୍ଣରେ ସୁଧା ବର୍ଷିଲେ ଶ୍ରୀଗୀତଗୋବିନ୍ଦ ବ୍ରହ୍ମଦାରୁ ଅଧାଗଢା ପାଦରେ ଆତ୍ମା ରଖି ଅବଢ଼ା ତୁଣ୍ଡରେ ଦେଇ ଲଭିଲି ବ୍ରହ୍ମାନନ୍ଦ

No comments:

Post a Comment