Sunday, November 1, 2026

ସୂକ୍ଷ୍ମାତି ସୁକ୍ଷ୍ମ କୃଷ୍ଣ

ସୂକ୍ଷ୍ମାତି ସୁକ୍ଷ୍ମ କୃଷ୍ଣ ଅଚିନ୍ତ୍ୟ ଅଲେଖ ଅକ୍ଷର ଅଧାଗଢା ବ୍ରହ୍ମଦାରୁ ଜଗଦାନନ୍ଦ କାରକ କେବଳ ଜଗତ ମଙ୍ଗଳରେ ଦେହ ଧରେ କଳିକଳୁଷ ନାଶନ ବାସୁଦେବ ବ୍ରହ୍ମଦାରୁ ମହାବାହୁ ଚକାଆଖି କେବଳ ନିଷ୍କାମ ପ୍ରେମ ବାଣ୍ଟିଥିଲେ ଦର୍ଶନରେ ଅମୃତ ଝରେ

No comments:

Post a Comment