Tuesday, November 3, 2026

ସପନରେ ହେଉ ଅବା ଗୋପନରେ

ସପନରେ ହେଉ ଅବା ଗୋପନରେ ହେ ଗୋବିନ୍ଦ ଥରେ ଦିଅନ୍ତୁ ଦରଶନ ଚରଣ ପଖାଳିବି ଦୁଇ ଆଖି ଲୁହରେ ନ ଜାଣେ ମୁହିଁ ଭକ୍ତି ନାହିଁ ମୋ ଜ୍ଞାନ

No comments:

Post a Comment