Tuesday, November 3, 2026

ଆହାଃ ଦେଖ ଭକତେ

ଆହାଃ ଦେଖ ଭକତେ ମୋହର କେଡେ ଭାଗ୍ୟ ଚର୍ମ ଚକ୍ଷୁ ଦର୍ଶନ କରେ ରାମ ସୁଭଦ୍ରା ବନମାଳୀ ମଙ୍ଗଳ ଆଳତି ଦର୍ଶନ କରେ ସର୍ବ ଶୁର ମେଳେ ନିର୍ଲଜ ଆତ୍ମା ମୋର ଉଚ୍ଚରେ ପକାଏ ହୁଳହୁଳୀ

No comments:

Post a Comment