Monday, November 2, 2026

ନୀଳକନ୍ଦର ଚନ୍ଦନ ଅର୍ଗଳୀକୁ

ନୀଳକନ୍ଦର ଚନ୍ଦନ ଅର୍ଗଳୀକୁ ଉଡ଼ିଯା ମୋ ଆତ୍ମା ଶାରୀ ନୀଳକନ୍ଦରରେ ଉଚ୍ଚରେ ଗାଉଥିବୁ କୃଷ୍ଣ କୃଷ୍ଣ ରାମ ରାମ ସଦା ଶିରେ କରାଞ୍ଜୁଳି ଗରୁଡ ସର୍ବ ଚକ୍ର ରାଜା ଉଜାଗର ସପରିବାର ମେଳରେ ପତିତପାବନ ଅପଲକ ଦାରୁବ୍ରହ୍ମ

No comments:

Post a Comment