Monday, November 2, 2026

ଅଯୋଧ୍ୟା ଲକ୍ଷ୍ମୀ ଜାନକୀ

ଅଯୋଧ୍ୟା ଲକ୍ଷ୍ମୀ ଜାନକୀ ଝୁରି ହେଉଥିଲେ ଅଶୋକ କାନନରେ ମଙ୍ଗୁଳା ରୁକ୍ମଣୀ ଝୁରି ହେଉଥିଲେ ନଣନ୍ଦ ଦୁର୍ଗା ପଣତ ତଳରେ ଯମୁନା କୂଳରେ ଵୃଷଭାନୁ ସୁତା ଶ୍ରୀରାଧା ଝୁରି ଝୁରି ମରିଥିଲେ ରାମ ସଦା ଝୁରି ମରୁଛି ଛନ୍ଦା ପାଦକୁ ମଙ୍ଗଳ ଆଳତି ବେଳରେ

No comments:

Post a Comment