Sunday, November 1, 2026

ମନ ବୁଦ୍ଧି ମୋର ଅର୍ଜୁନ ସଖାଙ୍କୁ ଭେଟିବେ ତିଳ ପରିମାଣ ହେଉ ନାହିଁ ମୋର ବିଶ୍ୱାସ ସତେ କିଵା ମୋ ଶିର ଛନ୍ଦା ଚରଣ ଛୁଇଁବ ପିଣ୍ଡରେ ପ୍ରାଣ ଥାଉ ଆତ୍ମା ଲଭିବ ଉଶ୍ୱାସ

No comments:

Post a Comment